Header Ads

Download

Ganesh Puja 2018 Celebration

Ganesh  Puja 2018 Celebration


ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଗଣେଶ ପୂଜା ଆମ ସ୍କୁଲ ରେ ଅନୁଷ୍ଠିତ ହୋଇଯାଇଛି । ଏ ବର୍ଷ ପୂଜା ଅବସରରେ ବିଦ୍ୟାଳୟ ପାଇ ଅଣାଯାଇଥିବା ନୂଆ ଆହୁଜା ଡେକ ସେଟ ଲଗାଯାଇଥିଲା । ପୂଜା ରେ ପୌରହିତ୍ୟ କରିଥିଲେ ଲଡୁକିଶୋର ପାଣିଗ୍ରାହୀ ଏବଂ ତାଙ୍କୁ ସହଯୋଗ କରିଥିଲେ ମଧୁସୂଦନ ପଣ୍ଡା (ଆମ ସ୍କୁଲ ଶିକ୍ଷକ ),ଓ ସୌମ୍ୟରଞ୍ଜନ ଶତପଥୀ (ଦଶମ ଶ୍ରେଣୀ ଛାତ୍ର) । ଷଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯନ୍ତ ସମସ୍ତ ଛାତ୍ର ଛାତ୍ରୀ ଏଥିରେ ପୂର୍ଣ ସହଯୋଗ କରି ପୂଜାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । 



No comments

Theme images by fpm. Powered by Blogger.