Header Ads

Download

2005 NATIONAL CHILDREN SCIENCE CONGRESS (NCSC) Photos

2005 NATIONAL CHILDREN SCIENCE CONGRESS (NCSC) PHOTOS

           ମାଣିକେଶ୍ଵରୀ ନୋଡାଲ ଉଚ୍ଚ ବିଦ୍ୟାଳୟ,କାମତା ର ଛାତ୍ରଛାତ୍ରୀ 2005 ମସିହାରେ NATIONAL CHILDREN SCIENCE CONGRESS (NCSC) ରେ ଯୋଗଦେବା ପାଇଁ  ଆମ ବିଦ୍ୟାଳୟର 5 ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇ  ଭୁବନେଶ୍ଵର ବିଜ୍ଞାନ ଶିକ୍ଷକ ଶ୍ରୀ ଗଙ୍ଗାଧର ଷଡଙ୍ଗୀ ଙ୍କ ସହ ଯିବାର ସୁଯୋଗ ପାଇଥିଲେ ।  NCSE ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ତତ୍କାଳୀନ ରାଷ୍ଟ୍ରପତି ଶ୍ରୀଯୁକ୍ତ ଏ.ପି. ଜେ ଅବଦୁଲ କଲାମ ଆଜାଦ । 







ବିଜ୍ଞାନ ଶିକ୍ଷକ ଶ୍ରୀ ଗଙ୍ଗାଧର ଷଡଙ୍ଗୀ ସେ ସମୟରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ନିଜର ପଠନ ଶୈଳୀ ଯୋଗୁଁ ପ୍ରିୟଭାଜନ ହୋଇପାରିଥିଲେ । (ଫୋଟ - ଆଶିଷ ହୋତା,କାମତା)

 ଆପଣଙ୍କ ପାଖରେ  ମଧ୍ୟ ବିଦ୍ୟାଳୟ ଜୀବନର ଯଦି କିଛି ସ୍ମୃତି ଥାଏ ଆମକୁ ପଠାନ୍ତୁ  । ଆପଣଙ୍କ ପାଖରେ ସ୍କୁଲ ଜୀବନର କିଛି ଫୋଟ ଥିଲେ ଆମକୁ ସ୍କାନ କରି ଆମ କୁ ଆମ ଇ ମେଲ ରେ ପଠାନ୍ତୁ ,ଆମେ ଆପଣଙ୍କ ଫୋଟ ଆମ ସ୍କୁଲ ୱେବସାଇଟ ରେ ସ୍ଥାନିତ କରିବୁ ।   

No comments

Theme images by fpm. Powered by Blogger.