ମୌଳିକ ସ°ଖ୍ୟା (Cardinals)
ମୌଳିକ ସଂଖ୍ୟା
ଶୂନ୍ୟ- zero ଜିରୋ
ଏକ- one ୱାନ୍
ଦୁଇ- tw ୦ ଟୁ
ତିନି- three ଥ୍ରୀ
ଚାରି- four ଫୋର
ପାଞ୍ଚ- five ଫାଇବ୍
ଛଅ- six ସିକ୍ସ୍
ସାତ- seven ସେଭେନ୍
ଆ୦- eight ଏଇଟ୍
ନଅ- nine ନାଇନ୍
ଦଶ- ten ଟେନ୍
ଏଗାର- eleven ଇଲେଭେନ୍
ବାର- twelve ଟୁଏଲଭ
ତେର- thirteen ଥାର୍ଟିନ୍
ଚଉଦ- fourteen ଫୋରଟୀନ୍
ପନ୍ଦର- fifteen ଫିପ୍ଟୀନ୍
ଷୋହଳ- sixteen ସିକ୍ନ୍ସିଟିନ୍
ସତର- seventeen ସେଭେନ୍ଟିନ୍
ଅଠର- eighteen ଏଇଟୀନ୍
ଊଣାଇଶ- nineteen ନାଇଟୀନ୍
କୋଡ଼ିଏ- twenty ଟ୍ଵେଣ୍ଟି
ଏକୋଇଶି- twenty one ଟ୍ଵେଣ୍ଟି ୱାନ୍
ବାଇଶି- twenty two ଟ୍ଵେଣ୍ଟି ଟୁ
ତେଇଶି- twenty three ଟ୍ଵେଣ୍ଟି ଥ୍ରୀ
ଚବିଶି- twenty four ଟ୍ଵେଣ୍ଟି ଫୋର
No comments