Header Ads

Download

How To Make Attractive Video On Your Smartphone - ନିଜ ସ୍ମାର୍ଟଫୋନ୍ ରେ ଆକର୍ଷକ ଶିକ୍ଷଣ ଭିଡ଼ିଓ କିପରି କରିବେ? - Part 03

6.2 Inshot ଆପ୍ପରେ ଭିଡ଼ିଓକୁ କିପରି ରଖିବେ?

InShot ଆପ୍ପରେ କିପରି ଭିଡ଼ିଓକୁ ଏଡିଟ କରିବା ତାହା ଆମେ ଏହି ଭିଡ଼ିଓରୁ ଶିଖିବା ଏବଂ ଆମେ ଏହା ମଧ୍ୟ ଚିନ୍ତା କରିବାକି
 ଆମେ କଣ ସବୁ ପରିବର୍ତ୍ତନ ଚାହୁଁଛେ
 ଭିଡ଼ିଓରେ I

ଭିଡ଼ିଓ ଟିକୁ ଦେଖି ସାରିବା ପରେ ଆମେ ଆମେ ନିମ୍ନ ଲିଖିତ ପରିବର୍ତନ ଗୁଡିକ କରିବା ବୋଲି ଭାବିଛେ :
a) ଫୋଟ ମିଶେଇବା 
b) ଭିଡ଼ିଓର ଗୋଟେ ଅଂଶକୁ କାଟିବା
 c) ଭିଡ଼ିଓର ଗତିକୁ ବଢାଇବା ବା କମେଇବା 
d) ଅନିମେସନ ବା ଗ୍ରାଫିକସକୁ ମିଶାଇବା 
e) ସଂଗୀତକୁ ମିଶେଇବା

ଏହି ଭିଡ଼ିଓକୁ ଦେଖି ସରିଲା ପରେ ଦୟାକରି ଗୋଟେ ଭିଡ଼ିଓ ଏଡିଟିଂ ଆପ୍ପ InShot ଭଳି ଡାଉନଲୋଡ କରନ୍ତୁ 
ଏବଂ ନିଜ ଭିଡ଼ିଓକୁ ସେହି ଆପ୍ପରେ ପକାନ୍ତୁ I

6.3 ଫୋଟୋକୁ କିପରି ଭିଡ଼ିଓରେ ମିଶେଇବେ ?

ଭିଡ଼ିଓରେ କିପରି ଫୋଟୋକୁ ମିଶାଇହେବ ତାହା ଆମେ ଏହି ଭିଡ଼ିଓ ରୁ ଜାଣିବା I

ଏହି ଭିଡ଼ିଓକୁ ଦେଖିଲା ପରେ ନିଜ ଭିଡ଼ିଓର ଆରମ୍ଭରେ ଏବଂ ଶେଷରେ ଗୋଟେ ଗୋଟେ ଫୋଟୋକୁ ମିଶାନ୍ତୁ I

6.4 ଭିଡ଼ିଓକୁ କିପରି କାଟିବେ ?

ଭିଡ଼ିଓରୁ ଗୋଟେ ଛୋଟ ଅଂଶକୁ କିପରି କାଟିବା ତାହା ଆମେ ଏହି ଭିଡ଼ିଓରୁ ଶିଖିବା I

ଏହି ଭିଡ଼ିଓ ଦେଖିଲା ପରେ ନିଜ ଭିଡ଼ିଓର ଗୋଟେ ଅଁଶକୁ ଚୟନ କରନ୍ତୁ ଯାହା ଆପଣ କାଟିବା ପାଇଁ ଚାହୁଁଛନ୍ତି I ଭିଡ଼ିଓରେ ଦିଆଯାଇଥିବା ନିର୍ଦେଶ ଗୁଡିକୁ ବ୍ୟବହାର କରି ସେଇ ଚୟନ କରିଥିବା ଅଂଶଟିକୁ ଭିଡ଼ିଓରୁ କାଟିଦିଅନ୍ତୁ I

6.5 ଭିଡ଼ିଓର ଗତିକୁ କିପରି ବଢେଇବେ ବା କମେଇ ପାରିବେ ?

ଏହି ଭିଡ଼ିଓରେ ଆମେ ଭିଡ଼ିଓ ଗତିକୁ ବଢାଇବା ବା କମେଇବାର କିଛି କୌଶଳ ଶିଖିବା I

ଏହି ଭିଡ଼ିଓଟିକୁ ଦେଖିଲା ପରେ ନିଜ ଭିଡ଼ିଓରେ ଭିଡ଼ିଓର ଗତିକୁ ବଢେଇବା ଏବଂ କମେଇବା ପାଇଁ ଚେଷ୍ଟା କରନ୍ତୁ I

6.6 ଆନିମେସନ/ଗ୍ରାଫିକସ ଗୁଡିକୁ କିପରି ଭିଡ଼ିଓରେ ମିଶେଇବେ ?

ଆମେ ଆଶା କରୁଛୁକି ଏପର୍ଯ୍ୟନ୍ତ ଆପଣଙ୍କୁ ଶିଖାଯାଇଥିବା ସମସ୍ତ ପଦ୍ଧତି ଗୁଡିକୁ ନିଜ ଭିଡ଼ିଓରେ ପକେଇବା ପାଇଁ ଚେଷ୍ଟା କରୁଛନ୍ତି I
କିପରି ସାଧାରଣ ଆନିମେସନକୁ ଭିଡ଼ିଓରେ ମିଶେଇବା ତାହା ଆମେ ଏ ଭିଡ଼ିଓରୁ ଶିଖିବା I

ଭିଡ଼ିଓଟିକୁ ଦେଖିବା ପରେ ଦୟାକରି ଆପଣଙ୍କର ଭିଡ଼ିଓରେ କିଛି ଆନିମେସନକୁ ମିଶାନ୍ତୁ I

6.7 ଭିଡ଼ିଓରେ ସଂଗୀତକୁ କିପରି ମିଶେଇବେ ?

ଏହି ଭିଡ଼ିଓରେ, ଆମ ନିଜର ଭିଡ଼ିଓରେ ବ୍ୟାକଗ୍ରାଉଣ୍ଡ ସଂଗୀତକୁ ମିଶେଇବା I

ଭିଡ଼ିଓଟିକୁ ଦେଖିବା ପରେ ଦୟାକରି ଆପଣଙ୍କର ଭିଡ଼ିଓରେ ସଂଗୀତକୁ ମିଶାନ୍ତୁ

6.8 ଶେଷରେ ତିଆରି ହୋଇଥିବା ଭିଡ଼ିଓ

ଏହା ଆମର ଶେଷରେ ତିଆରି ହୋଇଥିବା ଭିଡ଼ିଓ I ଦୟାକରି ଭିଡ଼ିଓଟିକୁ ଅପଲୋଡ କରି ଲିଙ୍କଟିକୁ ପ୍ରଶିକ୍ଷଣ ଶେଷରେ ଦିଆ ଯାଇଥିବା ଫିଡ଼ବ୍ୟାକ ଫର୍ମରେ ଦିଅନ୍ତୁ I

6.9 ଜଣେ ଶିକ୍ଷକଙ୍କର ଟେଷ୍ଟିମୋନିଅଲ

ଚାଲନ୍ତୁ ଜଣେ ଶିକ୍ଷକଙ୍କ ଠାରୁ ଶୁଣିବା ସେ ଏହି ପ୍ରସିକ୍ଷଣକୁ କିପରି କାମରେ ଲଗେଇଲେ I






No comments

Theme images by fpm. Powered by Blogger.